କାହ୍ନା’ ପ୍ରେମରେ ସୁନ୍ଦରୀ ପାଗଳ

ଅନୁଗୋଳ : ‘କାହ୍ନା’ର ପ୍ରେମରେ ପାଗଳ ଶାତକୋଶିଆ ବାଘୁଣୀ। ତା’ ଚେହେରା ଓ ଆଚରଣରେ ଖୁବ୍‌ ଆକର୍ଷିତ। ତା’ ସହ ମିଶିବାକୁ ଏନ୍‌କ୍ଲୋଜର ଚାରିପାଖରେ ଚକ୍କର କାଟୁଛି। ତା’ ପ୍ରତି ‘କାହ୍ନା’ ବି ଖୁବ୍‌ ଆକୃଷ୍ଟ ହେଉଥିବା ଦେଖିବାକୁ ମିଳିଛି। ‘କାହ୍ନା’ର ଗତିବିଧି ଉପରେ ନଜର ରଖିବା ପାଇଁ ଏନ୍‌କ୍ଲୋଜରରେ ଲାଗିଥିବା ସିସିଟିଭିରୁ ଏହା ସ୍ପଷ୍ଟ ହୋଇଛି। ୧୫ ଦିନ ପରେ ଆଜି ଅପରାହ୍ନ ୨ଟା ବେଳେ ‘କାହ୍ନା’କୁ ଶାତକୋଶିଆ … Continue reading କାହ୍ନା’ ପ୍ରେମରେ ସୁନ୍ଦରୀ ପାଗଳ